Restrictions on sale of petrol and diesel-ପେଟ୍ରୋଲ୍‌ ଓ ଡିଜେଲ ବିକ୍ରି ଉପରେ କଟକଣା

Urbanking News is your Daily update Local News in Odisha

Restrictions on sale of petrol and diesel .State government in action mode | Restrictions on open sale of petrol and diesel

Not just restrictions, guidelines will be issued soon on open sale of petrol and diesel, said Supplies Minister Krishna Chandra Patra. A decision will be taken after a meeting with the Petrol Pump Owners Association, Petroleum Company Authority and Supply Department officials at Lok Seva Bhavan.

ଆକ୍ସନ ମୋଡ଼ରେ ରାଜ୍ୟ ସରକାର | ଖୋଲା ପେଟ୍ରୋଲ୍‌ ଓ ଡିଜେଲ ବିକ୍ରି ଉପରେ କଟକଣା |

Restrictions on sale of petrol and diesel

କେବଳ କଟକଣା ନୁହେଁ ଖୋଲା ପେଟ୍ରୋଲ୍‌ ଓ ଡିଜେଲ ବିକ୍ରିକୁ ନେଇ ଖୁବ୍ ଶୀଘ୍ର ଗାଇଡ୍‌ଲାଇନ୍‌ ଆସିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର | ପେଟ୍ରୋଲ ପମ୍ପ ମାଲିକ ସଙ୍ଘ, ପେଟ୍ରୋଲିୟମ କମ୍ପାନୀ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ଲୋକସେବା ଭବନରେ ବୈଠକ କରି ନିଷ୍ପତ୍ତି ନିଆଯିବ |

According to sources, the government has taken this decision after the recent controversial incidents in Balasore and Balanga.

Restrictions on sale of petrol and diesel.

Petrol will be supplied only to vehicles at petrol pumps. Even though there were rules, they were not followed at petrol pumps, but from now on, petrol will no longer be sold openly, said Petroleum Dealers Association President Shashank Shekhar. It has become a matter of public discussion that criminals are taking advantage of the illegal sale of petrol in the open. It is being said that if the government does not stop such open sale, more deadly incidents may occur in the future.

Bus Traveling to Kotiya Odisha Declared by Mohan Sarkar.

ସୂଚନାନୁଯାୟୀ , ନିକଟରେ ବାଲେଶ୍ୱର ଓ ବଳଙ୍ଗାରେ ଘଟିଥିବା ଚର୍ଚିତ ଘଟଣା ପରେ ସରକାର ଏହି ନିଷ୍ପତି ନେଇଥିବା ଜଣା ପଡୁଛି |

ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ହିଁ ପେଟ୍ରୋଲ୍ ଦିଆଯିବ। ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା କିନ୍ତୁ ବର୍ତ୍ତମାନଠୁ ଆଉ ଖୋଲାରେ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର |ବେଆଇନ ଭାବେ ପେଟ୍ରୋଲ ଖୋଲାରେ ବିକ୍ରୀ ହେଉଥିବାରୁ ଅପରାଧୀ ମାନେ ଏହାର ଫାଇଦା ଉଠାଉଛନ୍ତି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି |ଏପରି ଖୋଲା ଅବାଧ ବିକ୍ରୀକୁ ସରକାର ରୋକ ନ ଲଗେଇଲେ ଆଗକୁ ଆହୁରି ମାରତ୍ମକ ଘଟଣା ଘଟିପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି |

Leave a Comment

Your email address will not be published. Required fields are marked *

Scroll to Top