Bus Traveling to Kotiya Odisha Declared by Mohan Sarkar.
Bus Traveling to Kotiya Odisha Declared by Mohan Sarkar. ସରକାରଙ୍କ ନୂଆ ପଦକ୍ଷେପ , କୋଟିଆରେ ଗଡ଼ିବ ବସ
Kotia will not be left behind | Mohan Sarkar is taking a decision to put Kotia in the forefront | The government is focusing on bringing Kotia to the people and solving various problems in Kotia.
Bus Traveling to Kotiya Odisha Declared by Mohan Sarkar.Recently, the state government has made a big announcement for Kotia in Koraput district. According to the information of State Transport Minister Bibhuti Jena, the Chief Minister’s Bus service will be started soon in Kotia. The minister said, Kotia is an integral part of Odisha. No matter how much one demands, Kotia is Odisha, and Odisha will remain Odisha, no one can change this.
Kotia is full of mines | Andhra Pradesh is always keeping an eye on Kotia during elections. The state government is working to protect Andhra Pradesh. The government’s goal is the integrated development of Kotia. The Chief Minister’s Bus service will soon be started in Kotia by the Transport Department. The Gote hill there is called the Golden Hill. The Transport Minister has informed that the Mines Department is also taking steps to identify and utilize it.
ପଛରେ ରହିବନି କୋଟିଆ | କୋଟିଆକୁ ଆଗ ଧାଡି ରେ ରଖିବାକୁ ନିଷ୍ପତି ନେଉଛନ୍ତି ମୋହନ ସରକାର |
Bus Traveling to Kotiya Odisha Declared by Mohan Sarkar. କୋଟିଆକୁ ଲୋକ ଲୋଚନକୁ ଆଣିବା ସହ କୋଟିଆରେ ଯାତାୟାତ ଓ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର |
ନିକଟରେ କୋରାପୁଟ ଜିଲ୍ଲା କୋଟିଆ ପାଇଁ ରାଜ୍ୟ ସରକାର କରିଛନ୍ତି ଏକ ବଡ ଘୋଷଣା |Bus Traveling to Kotiya Odisha Declared by Mohan Sarkar. ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା ଅନୁଯାୟୀ ଖୁବଶୀଘ୍ର କୋଟିଆକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ କରାଯିବ | ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଏକ ଅବିଚ୍ଛେଦ ଅଙ୍ଗ ହେଉଛି କୋଟିଆ | ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର, ଆଉ ଓଡ଼ିଶାର ହିଁ ରହିବ ଏହାକୁ କେହି ପରିବର୍ତନ କରିପାରିବେ ନାହିଁ |
Bus Traveling to Kotiya Odisha Declared by Mohan Sarkar. ଖଣି ଖାଦାନରେ ଭରପୂର କୋଟିଆ |ନିର୍ବାଚନ ସମୟରେ କୋଟିଆ ଉପରେ ସବୁସମୟରେ ଆନ୍ଧ୍ରର ଆଖି ରହୁଛି | ଆନ୍ଧ୍ରକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ୱିତ ବିକାଶ ହେବା ସରକାରଙ୍କ ଲକ୍ଷ୍ୟ। ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା | ସେଠାକାର ଗୋଟେ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ | ତାକୁ ଚିହ୍ନଟ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି |
Saatviknews is known as Urbanking News in Odisha.Daily update to Local to Global News.Sarakari Yojana and Health and Lifestyle News.
2 thoughts on “Bus Traveling to Kotiya Odisha Declared by Mohan Sarkar.”
Pingback: CM Kisan Yojana Check by Farmer Name in 2024-25
Pingback: Government officers caught in the vigilance net Odisha.