Odisha Police Inspector recruitment relaxed the maximum age limit by 3 years.

ଓଡ଼ିଶା ପୋଲିସ ଇନ୍ସପେକ୍ଟର ନିଯୁକ୍ତି ମାମଲାରେ ଅସ୍ବସ୍ତି

Odisha Police Inspector recruitment relaxed the maximum age limit by 3 years.High Court in big trouble in Odisha Police Inspector recruitment case. The state government relaxed the maximum age limit by 3 years for Odisha Police Inspector recruitment.

Odisha Police Inspector recruitment relaxed the maximum age limit by 3 years.

It is known that AG Pitambar Acharya informed the High Court about the relaxation of the age limit. However, it will be applicable only in the case of applicants who have approached the High Court. 

Odisha Police Inspector recruitment relaxed the maximum age limit by 3 years.The government issued a notification in this regard on 17/01/2025. According to the information, the age relaxation petition was filed because SI recruitment has been closed since 2018.

It has been revealed that on 17/01/2025, the Odisha Government issued a notification for 933 posts for various departments. Out of these posts, the Odisha Police Recruitment Board has issued a notification for 609 posts of Sub Inspector, 253 Arm Sub Inspector Police, 47 Fire Station Sub Inspector and 24 posts of Assistant Jail Sub Inspector. As per the 2018 notification, the age limit was the same, so many aspirants filed a case in the High Court regarding this notification to relax the age limit. Now, the High Court has relaxed the age limit by 3 years after hearing this case.

Odisha Police Inspector recruitment relaxed the maximum age limit by 3 years

Odisha Police Inspector recruitment relaxed the maximum age limit by 3 years.ଓଡ଼ିଶା ପୋଲିସ ଇନ୍ସପେକ୍ଟର ନିଯୁକ୍ତି ମାମଲାରେ ହାଇକୋର୍ଟର ବଡ ଅସ୍ବସ୍ତି | ଓଡ଼ିଶା ପୋଲିସ ଇନ୍ସପେକ୍ଟର ନିଯୁକ୍ତି ପାଇବାରେ ରେ ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର |

ODISHA POLICE INSPECTOR RECRUITMENT RELAXED THE MAXIMUM AGE LIMIT BY 3 YEARS

ବୟସସୀମା କୋହଳ ନେଇ ହାଇକୋର୍ଟଙ୍କୁ AG ପୀତାମ୍ବର ଆଚାର୍ଯ୍ୟ ଅବଗତ କରାଇଥିବା ଜଣା ପଡିଛି | ତେବେ କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା  ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ |ସୂଚନାନୁଯାୟୀ , ୨୦୧୮ ଠାରୁ SI ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରାଯାଇଥିଲା |

ପ୍ରକାଶ ପାଇଛି ଯେ , ୧୭/୦୧/୨୦୨୫ରେ Odisha Police Inspector recruitment relaxed the maximum age limit by 3 years ଓଡିଶା ସରକାରଙ୍କ ତରଫରୁ ବିଭିନ୍ନ ବିଭାଗ ପାଇଁ ୯୩୩ ପଦବୀର  ବିଜ୍ଞପ୍ତି ଜାରି କରଯାଇଥିଲା | ଓଡିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ ର ଏହି ପଦବୀ ମଧ୍ୟରୁ ୬୦୯ ପୋଷ୍ଟ ସବ ଇନିସପେକ୍ଟର , ୨୫୩ ଆର୍ମ ସବ ଇନିସ୍ପେକ୍ଟର ପୋଲିସ , ୪୭ ଫାୟାର ଷ୍ଟେସନ ସବ ଇନିସପେକ୍ଟର ଓ ୨୪ ଟି ପୋଷ୍ଟ ଆସିଷ୍ଟାଣ୍ଟ ଜେଲର ସବ ଇନିସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା |୨୦୧୮ ବିଜ୍ଞପ୍ତି ଅନୁଯାୟୀ ବୟସ ସୀମା ସମାନ ଥିବାରୁ ଅନେକ ଆଶାୟୀ ହାଇକୋର୍ଟରେ ଏହି ବିଜ୍ଞପ୍ତି ସଂକ୍ରାନ୍ତରେ ବୟସ କୋହଳ କରିବା ପାଇଁ ମାମଲା ରୁଜୁ କରିଥିଲେ  | ବର୍ତମାନ ଏହି ମାମଲାର ଶୁଣାଣି କରି  ୩ ବର୍ଷ ବୟସସୀମା କୋହଳ କରିଛନ୍ତି ହାଇକୋର୍ଟ |

Scroll to Top