Odisha to become textile hub-OdishaTextile 2025
Odisha to become textile hub-Odisha Textile 2025 .ଓଡିଶା ହେବ ଟେକ୍ସଟାଇଲ ହବ
Odisha to become textile hub-Odisha Textile 2025 .ଓଡିଶା ହେବ ଟେକ୍ସଟାଇଲ ହବ Odisha to become textile hub | Chief Minister Mohan Charan Majhi inaugurated ‘Odisha Tex 2025’ at Lok Seva Bhavan Convention Hall.
Industries Minister Sampada Chandra Swain and Cooperation Minister Pradeep Balasama were present at the event chaired by the Chief Minister. Six textile parks were inaugurated in Balangir, Jagatsinghpur, Keonjhar, Sambalpur, Cuttack, Ganjam.Odisha to become textile hub-Odisha Textile 2025
The textile parks are expected to generate an investment of Rs 10,000 crore in the state and create more than 25,000 employment opportunities.
More than 300 industrialists attended the event. ‘Odisha Tex 2025’ will be a strong step towards a prosperous Odisha 2036, Odisha to become textile hub-Odisha Textile 2025which will make the state a leading state in the country. Through this, Odisha will progress and the people of Odisha will get employment in Odisha.
Odisha to become textile hub-Odisha Textile 2025.According to sources, the Chief Minister said at the event, “Odisha’s goal is to create more than 5 lakh jobs in the textile sector. 33 MoUs have been signed, an investment of Rs 7808 crore will be made, 53,300 employment opportunities will be created and Odisha will become a famous textile country.
Odisha to become textile hub-Odisha Textile 2025 .ଓଡିଶା ହେବ ଟେକ୍ସଟାଇଲ ହବ
ଓଡିଶା ହେବ ଟେକ୍ସଟାଇଲ ହବ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ କନଭେନସନ ହଲ୍ରେ ‘ଓଡ଼ିଶା ଟେକ୍ସ ୨୦୨୫’ର ଶୁଭାରମ୍ଭ କରାଯାଇଛି | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଥିଲେ |Odisha to become textile hub-Odisha Textile 2025ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ, ଗଞ୍ଜାମରେ ୬ଟି ଟେକ୍ସଟାଇଲ୍ ପାର୍କର ଉଦଘାଟନ କରାଯାଇଛି | ଟେକ୍ସଟାଇଲ୍ ପାର୍କ ଦ୍ୱାରା ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି |
ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା |Odisha to become textile hub-Odisha Textile 2025‘ଓଡ଼ିଶା ଟେକ୍ସ ୨୦୨୫’ ସମୃଦ୍ଧ ଓଡ଼ିଶା ୨୦୩୬ ଦିଗରେ ଏକ ଦୃଢ଼ ପଦକ୍ଷେପ ହେବ, ଯାହା ରାଜ୍ୟକୁ ଦେଶରେ ଅଗ୍ରଣୀ ରାଜ୍ୟ ଭାବରେ ପରିଣତ କରିବ |ଏହା ମାଧ୍ୟମରେ ଓଡ଼ିଶା ଅଗ୍ରଗତି କରିବା ସହ ଓଡ଼ିଶାର ଲୋକମାନଙ୍କୁ ଓଡ଼ିଶାରେ ନିଯୁକ୍ତି ମିଳିବ |
ସୂଚନାନୁଯାୟୀ, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, “ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଓଡିଶା ର ଲକ୍ଷ୍ୟ | ୩୩ ଏମ୍ଓୟୁ ସ୍ବାକ୍ଷରିତ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାର ବସ୍ତ୍ର ପୂରା ଦେଶରେ ନାଁ କମେଇବା |
Saatviknews is known as Urbanking News in Odisha.Daily update to Local to Global News.Sarakari Yojana and Health and Lifestyle News.