Odisha Vigilance raids properties of Angul Irrigation Division Superintending Engineer

Odisha Vigilance raids properties of Angul Irrigation Division Superintending Engineer.ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀ |

Vigilance nets Angul Irrigation Department’s working superintendent engineer | Another government official in the vigilance net. Vigilance has raided him on charges of accumulating assets beyond his means.

 It is known from special sources that the official is Surendra Behera, working superintendent engineer of Angul Irrigation Department. Vigilance is conducting simultaneous raids at 8 places including Bhubaneswar.

Odisha Vigilance raids properties of Angul Irrigation Division Superintending Engineer

ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀ |ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ  | ବିଶେଷ ସୂତ୍ରରୁ ଜଣା ପଡିଛି ବାବୁ ଜଣକ ହେଉଛନ୍ତି ଅନୁଗୁଳ ଜଳସେଚନ ବିଭାଗର କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା | ଭୁବନେଶ୍ୱର ସମେତ  ୮ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି |

ଅନୁଗୁଳର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ନାମରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇ ଏହି ଚଢ଼ାଉ କରାଯାଇଛି |ଏହି ଚଢ଼ାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିବା ଜଣା ପଡିଛି |

The raid was conducted after a search warrant was issued against Surendra Behera, Superintending Engineer of the Irrigation Department of Angul, on charges of amassing disproportionate assets. It is learnt that 3 DSPs, 10 inspectors, 4 ASIs and other support staff were involved in the raid.

ସୁନ୍ଦରଗଡ଼ରେ ଅବସ୍ଥିତ ତିନି ମହଲା କୋଠା, ରାଉରକେଲାର ଗୋପବନ୍ଧୁ ନଗରର ଛେଣ୍ଡରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱରର ଘଟିକିଆରେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପିଏସ୍, ରାଞ୍ଝାଲି ଗ୍ରାମରେ ତାଙ୍କ ପୈତୃକ ଘର, ଶ୍ୱଶୁର ଘର, ଅନୁଗୁଳର ସରକାରୀ କ୍ୱାର୍ଟର, ସରକାରୀ କାର୍ଯ୍ୟାଳୟରେ ତନାଘନା ଯାଞ୍ଚ କରାଯାଉଛି |

The three-storey building located in Dare, a two-storey building located in the outskirts of Gopabandhu town in Rourkela, in Bhubaneswar’s Kurankia, Ganjam district’s Purushottampur PS, his ancestral house in Ranjhali village, in-laws’ house, government quarters in Angul, and government offices are being inspected for irregularities.

Leave a Comment

Your email address will not be published. Required fields are marked *

Scroll to Top