A major low pressure area is approaching, causing heavy rain in the state.
A major low-pressure area is approaching, causing heavy rain in the state. ଆସୁଛି ବଡ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା
A major low-pressure area is approaching, causing heavy rain in the state.. A cyclonic storm is likely to form in the North Bay of Bengal in 24 hours
It will develop into a low pressure on the 24th or Thursday. The Meteorological Department has predicted that heavy rain is likely to occur in various parts of the state till the 28th.
A major low pressure area is approaching, causing heavy rain in the state.The Meteorological Department has forecast that there will be rain in all parts of the state till the 28th due to the effect of the low pressure and has issued yellow and orange warnings.
Moderate to light rain or thunderstorms are likely to occur in a few places in various districts of the state till tomorrow morning. According to the Meteorological Department, heavy rain with thunderstorms and winds of 30 to 40 kmph are likely at one or two places in Koraput, Malkangiri, Nabarangpur and Nuapada districts. Therefore, a yellow warning has been issued for these districts. Similarly, an orange warning has been issued for heavy rain in Cuttack and Nayagarh today. Yellow warning has been issued for heavy rainfall, thundershowers and wind at some places in Bhadrak, Jajpur, Kendrapara, Cuttack, Jagatsinghpur, Dhenkanal, Keonjhar, Sundargarh, Jharsuguda, Bargarh, Sambalpur, Deogarh and Angul districts.
ଆସୁଛି ବଡ ଲଘୁଚାପ |୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି |
A major low pressure area is approaching, causing heavy rain in the state. ୨୪ ତାରିଖ ବା ଗୁରୁବାର ଏହା ଲଘୁଚାପରେ ପରିଣତ ହେବ |୨୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |
ଲଘୁଚାପ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେଉଁ ସବୁ ସ୍ଥାନରେ ବର୍ଷା ହେବ, ସେ ନେଇ ପଣିପାଗ ବିଭାଗ ପୂର୍ବାନୁମାନ କରିବା ସହିତ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି | causing heavy rain in the state.
A major low pressure area is approaching, causing heavy rain in the state. ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଳ୍ପ କିଛି ସ୍ଥାନରେ ମଧ୍ୟମ ରୁ ହାଲୁକା ଧରଣର ବର୍ଷା ବା କିଛି ପରିମାଣ ରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି | ପାଣିପାଗ ବିଭାଗର ସୂଚନା ଅନୁଯାୟୀ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଓ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି |ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ସେହିପରି ଆଜି କଟକ ଓ ନୟାଗଡ଼ରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି | ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଓ ପବନ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |
Saatviknews is known as Urbanking News in Odisha.Daily update to Local to Global News.Sarakari Yojana and Health and Lifestyle News.
1 thought on “A major low pressure area is approaching, causing heavy rain in the state.”
Pingback: Cyclone Montha Alert in Odisha – Government Issues Red Warning in 8 Districts