Multiple ‘Rice Model Mandi’ will open in the Odisha State
Multiple 'Rice Model Mandi' will open in the Odisha State.ରାଜ୍ୟରେ ଖୋଲିବ ଏକାଧିକ‘ମଡେଲ୍ ମଣ୍ଡି’ |
Multiple ‘Rice Model Mandi’ will open in the Odisha State. The state government has decided to open ‘Model Mandis’ to provide all the facilities to the farmers in the grain markets in the state and to facilitate transactions for farmers, traders and other stakeholders under one roof.
38 model mandis will be set up in the state at a cost of Rs 300 crore in the next 2 years. The state cabinet has approved this ‘Model Mandi’ proposal. In a cabinet meeting held at Lok Seva Bhavan under the chairmanship of Chief Minister Mohan Charan Majhi, the cabinet approved 7 proposals from a total of 6 departments, Chief Secretary Manoj Ahuja informed the media and issued a press release.
Multiple ‘Rice Model Mandi’ will open in the Odisha State.| ରାଜ୍ୟରେ ଧାନ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ସହ ଗୋଟିଏ ଛାତ ତଳେ ଚାଷୀ,ବ୍ୟବସାୟୀ ଓ ଅନ୍ୟାନ୍ୟ ଭାଗିଦାରୀମାନଙ୍କୁ କାରବାର ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର ‘ମଡେଲ୍ ମଣ୍ଡି’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି |
ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରେ ୩୦୦କୋଟି ଟଙ୍କା ବ୍ୟୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ କରାଯିବ | ରାଜ୍ୟ କ୍ୟାବିନେଟ୍ ଏହି ‘ମଡେଲ୍ ମଣ୍ଡି’ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୬ଟି ବିଭାଗର ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଥିବା ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରେସ୍ ରିଲିଜ୍ ଜାରି ହୋଇଛି ।
Multiple 'Rice Model Mandi' will open in the Odisha State
With the help of ‘Model Mandi’, farmers will be provided with facilities starting from a digital platform to sell their produce under one roof and get a fair price, including cold storage, weighing equipment, multipurpose warehouse facilities, rest houses, transportation facilities, parking and high-quality machinery etc.
The necessary survey for setting up mandis in all the districts of the state has been completed. The construction of the mandis will be done through the Odisha State Bridge and Construction Corporation. The construction work will be supervised by the Odisha State Agriculture Marketing Council (OSMA Board) by forming a cell. This scheme will be implemented in the financial years 2025-26 and 2026-27.
‘ମଡେଲ୍ ମଣ୍ଡି’ ସାହାର୍ଯ୍ୟରେ ଚାଷୀଙ୍କୁ ଗୋଟିଏ ଛାତ ତଳେ ତା’ର ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମ ଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇ ଦିଆଯିବ |ରାଜ୍ୟର ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ମଣ୍ଡି ସ୍ଥାପନ ନିମନ୍ତେ ଆବଶ୍ୟକ ସର୍ଭେ ଶେଷ ହୋଇଛି |
Multiple ‘Rice Model Mandi’ will open in the Odisha State.ମଣ୍ଡିଗୁଡ଼ିକର ନିର୍ମାଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କରାଯିବ | ଏହି ନିର୍ମାଣ କାର୍ଯ୍ୟର ତଦାରଖ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ(ଓସମା ବୋର୍ଡ) ଏକ ସେଲ୍ ଗଠନ କରି କରିବ | ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବ |
Saatviknews is known as Urbanking News in Odisha.Daily update to Local to Global News.Sarakari Yojana and Health and Lifestyle News.
2 thoughts on “Multiple ‘Rice Model Mandi’ will open in the Odisha State”
Pingback: Union Cabinet approves for ₹8,307.74 crore six-lane Bhubaneswar Bypass project - Urban King News
Pingback: 21-Odisha Govt’s New Step For Women & Child Safety . Appointed Para Legal Volunteers In Every Panchayat - Urban King News